*ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଜେଡ଼ି ଖଡିଆଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଓଡ଼ିଶା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ* ନୂଆପଡା(ମିଖାଏଲ ନନ୍ଦ)
ତା:୦୫.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଜେଡ଼ି ଖଡିଆଳ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଓଡ଼ିଶା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ବୈଠକ ରେ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତ ରଞ୍ଜନ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ମହିଳା ନେତ୍ରୀ ସନ୍ତୋ ସନ୍ତୋଷିନି ଶଳମା, ୟାସିନ ମହମ୍ମଦ, ମନୋଜ ଦିପି, ରାଜ୍ୟ ଉପସଭାପତି ସରସ୍ଵତୀ ବାଗ, ସହିଦ ଖାନ ମନୋଜ ସୁନାନୀ, ପରକ୍ଷିତ ସତନାମି,ଅନିତା ବାରିକ,ସାଧବି ସିଂ ଦେଓ, ସଞ୍ଜୁ ନାଏକ ସହ ବହୁ କର୍ମୀ ଯୋଗ ଦେଇଥିଲେ। ବିଜୁବାବୁ ଙ୍କ ସାହସିକତା ଏବଂ ନିର୍ଭିକ କାର୍ଯ୍ୟ ଦକ୍ଷତା ନେଇ ପ୍ରଶଂସା କରିଥିଲେ।
