*ନୂଆପଡ଼ା ଜିଲ୍ଲା ରେ ଆଇ ପି ଏସ ଅଧିକାରୀ ଭର୍ଶିତା ଅଦେପୁ ତାଙ୍କ ତାଲିମ ସମୟ କାର୍ଯ୍ୟ ଶେଷ କରି ନୂଆପଡ଼ା ରୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ*
ନୂଆପଡ଼ା( ମିଖାଏଲ ନନ୍ଦ)
ତା:୨୪.୦୨.
ନୂଆପଡ଼ା ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଇ ପି ଏସ ଅଧିକାରୀ ଭର୍ଶିତା ଆଦେପୁ ତାଙ୍କ ତାଲିମ ସମୟ କାର୍ଯ୍ୟ ଶେଷ କରି ନୂଆପଡ଼ା ରୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ତାଙ୍କ ଆଇପିଏସ ଅଧିକାରୀ ରୂପେ ଯୋଗଦାନ ପାରେ ନୂଆପଡ଼ାରେ କାର୍ଯ୍ୟକାଳ ଅନେକ ସ୍ମୃତି ଓ ଅନୁଭୂତି ନେଇ ଯାଇଛନ୍ତି। ଏହି ଅଭିଜ୍ଞତା ତାଙ୍କ କର୍ମମୟ ଜୀବନରେ ଅନେକ ସହାୟତା ହେବା ସାଙ୍ଗକୁ ଏସ ପି ଅମୃତପାଲ ସିଂ ଙ୍କ ମାର୍ଗଦର୍ଶନ ନିଶ୍ଚିତ ରୂପେ କାର୍ଯ୍ୟରେ ଆସିବା। କର୍ମମୟ ଜୀବନ ସଫଳ ହେବା ସହ ଉଜ୍ଜଳ ଭବିଷ୍ୟ କାମନା କରି ଥିଲେ। ଦକ୍ଷ ପୋଲିସ ଅଧିକାରୀ ଭାବରେ ନେତୃତ୍ୱ ନେବାର ଦକ୍ଷତା ହାସଲ କରିଛନ୍ତି।
