*ଖଡିଆଳ ମହୋତ୍ସବ -୨୦୨୬ , ଆବଶ୍ୟକ ବ୍ୟବସ୍ଥା ଗ୍ରହଣ ପାଇଁ ପାଳନ କମିଟି ଙ୍କ ପ୍ରୟାସ, ଚଳିତ ବର୍ଷ ସମଗ୍ର ପଡିଆ ହେବା ସବୁଜ ନେଟ ଆଚ୍ଛାଦିତ, ପ୍ରସ୍ତୁତି ପୂର୍ବରୁ ଜଳ ଚିଞ୍ଚନ, ଧୂଳିକଣା ରୁ ବଞ୍ଚିତ ହେବେ ଦର୍ଶକ, ସ୍ୱଚ୍ଛତା ଏବଂ ନିର୍ମଳ ପରିବେଶ କୁ ଗୁରୁତ୍ବ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୩.୦୨.
ନୂଆପଡ଼ା ଜିଲ୍ଲା ଖଡିଆଳ ମହୋତ୍ସବ – ୨୦୨୬ ଖଡିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେଉଅଛି। ୨ ଦଶନ୍ଧି ପୂର୍ଣ୍ଣ ହୋଇଥିବା ବେଳେ ବ୍ୟବସ୍ଥା ରେ ଅତ୍ୟାଧୁନିକ ଝଲକ ଦେଖାଯାଉଛି। କ୍ରମାଗତ ଭାବରେ ଆୟୋଜନ ରେ ଉନ୍ନତି ହେଉଥିବା ବେଳେ ଉତ୍ତରଦାୟିତ୍ୱ ସୃଷ୍ଟି ର ଆବଶ୍ୟକ ଅଟେ।
