Slug- ମଲ୍ଲୀପୁର ରେ ଖୋଲିଲା ଶ୍ରୀକ୍ଷେତ୍ର ଭାରତ ଗ୍ୟାସ ବିତରଣ କେନ୍ଦ୍ର
ତା-୩୦/୧
Reporter -Manas Kumar sahoo
Anchor -ଦଶରଥପୁର ବ୍ଲକ କୟାଁ ପଞ୍ଚାୟତର ମଲ୍ଲୀପୁର ଠାରେ ଶ୍ରୀକ୍ଷେତ୍ର ଭାରତ ଗ୍ୟାସ ବିତରଣ କେନ୍ଦ୍ର ଆଜି ଉଦଘାଟନ ହୋଇଛି। ଅତିଥି ଭାବେ ଦଶରଥ ପୁର ବ୍ଲକ ବିଡ଼ିଓ ଆକାଶ ପଟନାୟକ ଯୋଗ ଦେଇ ଫିତା କାଟି ଏହା କୁ ଉଦଘାଟନ କରିବା ସହ ଏ ଅଂଚଳ ରେ କୌଣସି ଗ୍ୟାସ ଡ଼ିପ ନଥିଲା ଏ ଅଂଚଳ ଲୋକ ମାନେ ମଙ୍ଗଳପୁର ନିର୍ଭର କରୁଥିଲେ। ବନ୍ୟା ପାଣି ଆସିଲେ ଏ ଅଂଚଳ ରାସ୍ତା ବୁଡ଼ି ଯାଉଥିବାରୁ ଲୋକ ମାନେ ଗମନାଗମନ ହଇରାଣ ହୁଅନ୍ତି।କୟାଁ, କମାରଡ଼ିହ, ନିଜାମପୁର, ଖାନନଗର ଆଦି ପଞ୍ଚାୟତ ର ଲୋକ ମାନେ ଶ୍ରୀକ୍ଷେତ୍ର ଭାରତ ଗ୍ୟାସ ଉପରେ ନିର୍ଭରଶୀଳ ହୋଇ ପାରିବେ ବିଡିଓ ଆକାଶ ପଟନାୟକ କହିଥିଲେ। ସହକାରୀ ଯନ୍ତ୍ରୀ ରାହାସ ବିହାରୀ ଜେନା, ଜିଲ୍ଲାପରିଷଦ ସଭ୍ୟା ମାମିନା ମଲ୍ଲିକ ପୂର୍ଵତନ ସରପଞ୍ଚ ଚୌବନ ବାରିକ ଶ୍ରୀକ୍ଷେତ୍ର ଭାରତ ଗ୍ୟାସ କର୍ମକର୍ତ୍ତା ଉପସ୍ଥିତ ଥିଲେ।
