*ଖଡିଆଳ ମହୋତ୍ସବ ରେ ଅତିଥି ରୂପେ ଯୋଗଦାନ ପାଇଁ ମହୋତ୍ସବ ପାଳନ କମିଟି ପକ୍ଷ ରୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନିମନ୍ତ୍ରଣ*
ନୂଆପଡା (ମିଖାଏଲ ନନ୍ଦ)
ଖଡିଆଳ ମହୋତ୍ସବ ରେ ଅତିଥି ରୂପେ ଯୋଗଦାନ ପାଇଁ ମହୋତ୍ସବ ପାଳନ କମିଟି ପକ୍ଷ ରୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ନିମନ୍ତ୍ରଣ ଦେଇଛନ୍ତି। ଆସନ୍ତା ୭ ତାରିଖ ରେ ଖଡିଆଳ ମହୋତ୍ସବ ର ଚତୁର୍ଥ ଦିବସ ରେ ଯୋଗଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଖଡିଆଳ ମହୋତ୍ସବ ପାଳନ କମିଟି ଉପଦେଷ୍ଟା ଦେବ ଦେବ ସିଂ ଦେଇ, ସମ୍ପାଦକ ପ୍ରୁଥିରାଜ୍ ମହାନ୍ତି, ଜ୍ଞାନ ରଞ୍ଜନ ମେଘ ଯୋଗ ଦେଇଥିଲେ।
