ଚତୁର୍ଥ ବାଜି ରାଉତ ଫୁଟବଲ ଟୁର୍ଣ୍ଣାମେଣ୍ଟ– ୨୦୨୬’ ଉଦଘାଟିତ
ରିପୋର୍ଟର, ବିଷ୍ଣୁ ପ୍ରାସାଦ ସେଠୀ ଭ୍ଞ୍ଜଦୂତଖବର୍,
କାମାକ୍ଷାନଗର, ଗ୍ରାମାଞ୍ଚଳର କ୍ରୀଡା ପ୍ରତିଭାଙ୍କୁ ଜାତୀୟ ସ୍ତରକୁ ନେବା ଲକ୍ଷ୍ୟ
ଭୁବନେଶ୍ୱର/ଢେ଼ଙ୍କାନାଳ, ୧୨ ଜାେୁଆରୀ ୨୦୨୬ : ନେଶର ସର୍ବକନିଷ୍ଠ ସ୍ଵାଧିନତା ସଂଗ୍ରାମୀ ସହୀଦ
ବାଜି ରାଉତଙ୍କ ଅସୀମ ସାହସ ଓ ବଳିଦାନ କୁ ସମ୍ମାନ ଜଣାଇ ‘ଆମେ ଓଡିଆ’ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ବିକାଶ
ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟାଜିତ ‘ବାଜି ରାଉତ ଫୁଟବଲ କପ୍’ର ଚତୁର୍ଥ ସଂସ୍କରଣ ଆଜି ଢେଙ୍କାନାଳ
କାମାଖ୍ୟାଗର ସ୍ଥିତ ସାରଙ୍ଗଧର ଷ୍ଟାଡିୟମରେ ଉଦ୍ ଘଟିତ ହାଇଯାଇଛି । ମାନ୍ୟବର ପ୍ରଧାେମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନମନ୍ତ୍ରୀ
ନରନ୍ଦ୍ର ନମାେୀଙ୍କ ଦିଗ୍ ଦର୍ଶନଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିକଳ୍ପନା ରେଏହି
ଟୁର୍ଣ୍ବାମେଣ୍ଟ ଢେ଼ଙ୍କାନାଳ, ଅନୁଗୋଳ, ସମ୍ବଲପୁର ଓ ଦେବଗଡ ଜିଲ୍ଲାରେ ଅନୁଷ୍ଠିତ ହୋଇଛି।
ଏହି ଉଦ୍ ଘାଟନ ସମାରୋହରେ ଯୋଗଦେଇ ବିକାଶ ଫାଉନେସେ ଟ୍ରଷ୍ଟର ଅଧକ୍ଷା ଶ୍ରୀମତୀ ମୃଦୂଳା ଟି. ପ୍ରଧାନ କହିଛନ୍ତି, “କ୍ରୀଡା କେବଳ ଶାରୀରିକ ବିକାଶ କରେ ନାହିଁ, ବରଂ ଏହା ଏକତା ଓ ଭାଇଚାରାର ଭାବନ। ଜାଗ୍ରତ କରେ। ‘ ଖୋଲାଇଣ୍ଡିଆ ର ଆଭିମୁଖ୍ୟାକୁ ଆଗକୁ ନେଇ ଗ୍ରାମାଞ୍ଚଳର ପ୍ରତିଭାମାନେ ଯେପରି ଜାତୀୟ ଓ
ଆନ୍ତର୍ଜାତୀୟ ସ୍ତରରେ ଓଡିଶାର ନାଁ,ରଖିପାରିବେ , ଏହି ମଞ୍ଚ ଏକ ବଳିଷ୍ଠ ମାଧ୍ୟମ ହେବ ।”
କାମାଖ୍ୟାନଗର ବିଧାୟକ ଶତ୍ରୁଘ୍ନ ଜେନା, ‘ଆମେ ଓଡିଆ’ ଫାଉଣ୍ଡେସନର ଏହି ପ୍ରୟାସକୁ ପ୍ରଶଂସା
କରିଥିଲେ। ସେକହିଥିଲେ ଓଡିଶାର କାଣ ଅନୁକୋଣରେ ଲୁଚି ରହି ଥିବା କ୍ରୀଡା ପ୍ରତିଭାଙ୍କୁ ଲୋକଲୋଚନକୁ
ଆଣିବା ଏବଂ ସହିଦ୍ ବାଜି ରାଉତଙ୍କ ବୀରତ୍ୱ ଗାଥା କୁ ଯୁବପିଢିଙ୍କ ମଧ୍ୟନରେ ସଞ୍ଚାରିତ କରିବା ଦିଗରେ ସୁନ୍ଦର
ପ୍ରୟାସ ।
ବାଜି ରାଉତ ଫୁଟବଲ ଟୁ ର୍ଣ୍ବାନମଣ୍ଟ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ୨୮ ଜାନୁଆରୀ ପର୍ଯ୍ୟନ୍ତ
ଅନୁଷ୍ଠିତ ହେବ। ଚଳିତ ବର୍ଷ ଏହି ଟୁ ର୍ଣ୍ବାନମଣ୍ଟନର ମୋଟ ୧୯୧ଟି ଟିମ୍ ଅଂଶଗ୍ରହଣ କରିଛନ୍ତି, ଯାହା ଗ୍ରାମାଞ୍ଚଳର
କ୍ରୀଡା ପ୍ରତିଭାଙ୍କୁ ଏକ ଜାତୀୟ ସ୍ତରର ପ୍ଲାଟ ଫାର୍ମ ପ୍ରଦାନ କରିବ । ଆଜିର ପ୍ରଥମ ଦିବସରେ ହୋଇଥିବା
ମ୍ୟାଚରେ ଆରଜିଏସ ଏଫସି, ତାରିଣୀପୋଷୀ ଓ ଚନ୍ଦ୍ରଶେଖରପୁର ଏଫଫସି ଢେ଼ଙ୍କାନାଳ ଜିଲ୍ଲା ସେମି
ଫାଇନାଲକୁ ଉତ୍ତୀର୍ଣ୍ଣ ହାଇଛନ୍ତି । ଏହି ଫୁଟବଲ ମହାକୁମ୍ଭ ରେ ସାମିଲ ହୋଇ ଖେଳାଳି ମାନକୁ ଉତ୍ସାହିତ
କରିବା ପାଇଁ‘ଆମେ ଓଡିଆ’ ଫୁଣ୍ଡେଶନ ଟ୍ରଷ୍ଟ ପକ୍ଷରୁ ସମସ୍ତ କ୍ରୀଡାପ୍ରମୀଙ୍କୁ ଅେୁନରାଧ କରାଯାଉଛି ।
ଉଦ୍ ଘାଟନ ଦିବସ ଢେ଼ଙ୍କାନାଳ ବିଜେପି ଜିଲ୍ଲା ସଭାପତି ରାହାସ ବିହାରୀ ବେହେରା, ଯୁବ ମୋର୍ଚ୍ଚାର
ସାଧାରଣ ସମ୍ପାଦକ ଦୀପକ କୁମାର ଗାଚ୍ଛାୟତ ଯୋଗଦେଇଥିବା ବେଳେ ‘ଆମେ ଓଡିଆ’ ସଙ୍ଗଠନର ସମ୍ପାେକ ଶ୍ରୀ ସଂଗ୍ରାମ ପାତ୍ର ଅତିଥି ମାନକୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
