ଏଜି ଆଈ ଉଚ୍ଚ ଓ ମନେଇଶୁଣି ଉପ୍ରା ବିଦ୍ୟାଳୟ ଗୋବିନ୍ଦ ପୁର ସ୍କୁଲ ଟିରେ ଶିକ୍ଷକ ବଦଳିକୁ ନେଈ ପିଲାମାନେ ଓ ଅଭିଭାବକ ମାନେ ମିଳି ମିଶି ମୁଖ୍ୟ ଗେଟ ତାଲା ପକାଇ ସାମ୍ନାରେ ବସି ପାଠ ପଢୁଛନ୍ତି ବିଞ୍ଝାରପୁର ଶିକ୍ଷା ଅଧିକାରୀ ବିଓ ଙ୍କୁ କହିଲା ସ୍ଵତେ ବି ଏହାର କୌଣସି ସମାଧାନ ମିଳିପାରୁ ନାହିଁ ସରକାର ଶିକ୍ଷା ପ୍ରତି କଢ଼ା ନଜର ଦେଉଥିବା ବେଳେ ବ୍ଲକ ସ୍ତରରେ ବିଓ ଙ୍କ ମନ ମାନି ଜଗୁ ଶିକ୍ଷା ଅବସ୍ଥା ଭୂଷଡ଼ିବାକୁ ବସିଲାଣି ଯାହା ଗ୍ରାମ ବାସୀଙ୍କ ଅଭିଯୋଗ ଏ କଥା ମଧ୍ୟ୍ୟ କହିଛନ୍ତି ଯେଉଁ ଶିକ୍ଷକ ଦେଇଛନ୍ତି ସେ ଦରଖାସ୍ତ ଖଣ୍ଡେ ଲେଖିବା କଷ୍ଟ ସେ ପିଲାଙ୍କୁ କଣ ପାଠ ପଢ଼ାଇବେ | ଗ୍ରାମ ବାସୀଙ୍କ କହିବା କଥା ଯେଉଁ ଶିକ୍ଷକ କୁ ଅନଥା ବଦଳି କରାଯାଇଛି ଯଦି ସେ ସାର ମନେଇ ଶୁଣି ସ୍କୁଲ ନ ଫେରନ୍ତି ତାହେଲେ ଗେଟ ଏହି ଭଳି ତାଲା ପଡିବ ପିଲାମାନେ ଗେଟ ବାହାରେ ବସି ପାଠ ପଢିବେ ଏହା ହିଁ ଅଭିଯୋଗ, ବୀଜୟ ବାରିକ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
