ଭାରତୀୟ ଜନତା ପାଟି ଯୁବମୁର୍ଚ୍ଛା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ।
ପରଜଙ୍ଗ: (ସତ୍ୟବାଦୀ ସେଠୀ)
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁଆଳୋ ଗ୍ରାମ ପଞ୍ଚାୟତ ଅଫିସ୍ ରେ ମାନ୍ୟବର ବିଧାୟକ ବିଭୂତି ଭୂଷଣ ପ୍ରଧାନ ମହୋଦୟ ଙ୍କ ନିର୍ଦେଶ କ୍ରମେ କୁଆଳୋ ବିଜେପି ଯୁବ ମୋର୍ଚ୍ଚା ତରଫ ରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା 85 ଜଣ ରକ୍ତ ଧାତା ରକ୍ତ ଦାନ କରିଥିଲେ , ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବ୍ଲକ ଉପାଧ୍ୟକ୍ଷ ଯଶସ୍ୱିନୀ ରାଉତ ଅପା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶରତ ସାହୁ ,ସରପଞ୍ଚ ଅଜିତ ସାହୁ , ପୂର୍ବତନ ସରପଞ୍ଚ ଅନିଲ କୁମାର ଭୂତିଆ ,ଜି ଏମେ,ଆଇରନ ପ୍ଲାଣ୍ଟ ର କର୍ମଚାରୀ ମାନେ ଯୋଗ ଦେଇଥିଲେ ଏବଂ SDH ମଣ୍ଡାପାଲ ତାଳଚେର ର କର୍ମଚାରୀ ମାନେ ସହଯୋଗ କରିଥିଲେ।।
