Skip to content
- *ଆମ୍ବଗଡ ସମବାୟ ସମିତିର ଧନାମଣ୍ଡି ଶୁଭାରମ୍ଭ*
ବ୍ରହ୍ମପୁର- *ଦକ୍ଷିଣପୁର ଗ୍ରାମପଞ୍ଚାୟତର ଆମ୍ବଗଡ ସେବା ସମବାୟ ସମିତି ଠାରେ ଧନମଣ୍ଡି ଶୁଭାରମ୍ଭ ହୋଇଯାଇଛି । ସମିତିର ସଭାପତି କାହ୍ନୂ ଚରଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭଗବାନଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ମଣ୍ଡିକୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଦକ୍ଷିଣପୁର ପଞ୍ଚାୟତ ସରପଞ୍ଚ ଦେବାଶିଷ ସେଠୀ , ପିଇଓ ସୁଦାମ ମଲ୍ଲିକ , ସମବାୟବିତ୍ ନରସିଂହ ସାହୁ , ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଯୋଗଦାନ କରିଥିଲେ । ସମବାୟ ସମିତିରେ ପଞ୍ଜିକରଣ କରିଥିବା ଚାଷୀମାନେ ରାଧା ଚରଣ ପତି, ରବିନ କୁମାର ପତି, ହରିକୃଷ୍ଣ ପତି, କାହ୍ନୁ ଚରଣ ସାହୁ,ସଦାନନ୍ଦ ଷଣ୍ଡ ,ମାମି ପଣ୍ଡା , ସନ୍ଦୀପ ସାହୁ, ଗଦାଧର ସାହୁ, ପଙ୍କଜ ସାହୁ, ମଙ୍ଗଳୁ ବେହେରା , କେ ଭୁଲା ପାତ୍ର, ବି ଜାଗାୟା ପାତ୍ର, ବି ଗଣେଷ ପାତ୍ର, ଭଗବାନ ମହାରଣା, ବାବୁ ସାମଲ, ଗଣପତି ଦଳେଇ, ହାଡୁ ବନ୍ଧୁ ଜେନା , କୃଷ୍ଣ ଚନ୍ଦ୍ର ସେଠୀ ,ରମେଶ ଚନ୍ଦ୍ର ସାହୁ, ରିଟୁ ଦାସ , ସୁରେନ୍ଦ୍ର ଦାସ, ପି ଈଶ୍ୱର ପାତ୍ର , କାଳିଆ ସାହୁ, ଦ୍ବାରିକା ପ୍ରସାଦ ମହାନ୍ତି , ସନ୍ତୋଷ କୁମାର ମହାନ୍ତି , ସୁବାଷ ଚନ୍ଦ୍ର ପାତ୍ର ,ପ୍ରମୁଖ ଏଥିରେ ସହଯୋଗ କରିଥିଲେ ଓ ଗ୍ରାମର ଅନେକ ଚାଷୀ ଉପସ୍ଥିତ ଥିଲେ l ସମ୍ପାଦକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।*