Skip to content
- ଆମ ଆଦମୀ ପାର୍ଟି ର ଯୁବନେତା ନୀଳକଣ୍ଠ ରେଡି ଙ୍କ ମହାନତା
ଗୋପାଳପୁର -ଗୋପାଳପୁର ନିର୍ବାଚନ ମଣ୍ଡଳୀ ଇନ୍ଦ୍ରାକ୍ଷୀ ଗ୍ରାମ ର ଶୁଭମ ବେହେରା ଙ୍କ ପୁଅ ରୁଦ୍ର ବେହେରା ମାତ୍ର ୪ବର୍ଷ ବୟସର କିନ୍ତୁ ସେ ବ୍ଲଡ଼ କ୍ୟାନ୍ସର ରୋଗରେ ପୀଡିତ। ଏହି ଖବର ଶୁଣିବା ମାତ୍ରେ ଆମ ଆଦମୀ ପାର୍ଟି ଗୋପାଳପୁର ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ରେ ଥିବା ନୀଳକଣ୍ଠ ରେଡି ଉକ୍ତ ପରିବାର ସହ ଆଲୋଚନା କରି ଏହିପରି ମାରାତ୍ମକ ରୋଗରୁ କିପରି ଆରୋଗ୍ୟ ହୋଇପାରିବ ପିତାମାତା ଙ୍କୁ ଆଶ୍ବସନା ଦେବା ସହ ଆର୍ଥିକ ସହାୟତା କରିଥିଲେ।ଙ୍କୁ ଆର୍ଥିକ ସହାୟତା କରିଲେ | ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଯୁବ ସଭାପତି ତଥା ଗୋପାଳପୁର ର ବିଧାୟକ ପ୍ରାଥୀ ଶ୍ରୀ ନୀଳକଣ୍ଠ ରେଡ୍ଡୀ | ପରିବାର ର ଆର୍ଥିକ ସମ୍ବଳ ସ୍ୱଚ୍ଛ ନ ଥିବାରୁ ବହୁତ ଅସୁବିଧା ର ସମ୍ମୁଖୀନ ହୋଇଆସୁଛନ୍ତି ଯାହା କି ଚିକିତ୍ସା ରେ ଅର୍ଥ ବାଧା ବାନ୍ଧିଛି | ସରକାର ଙ୍କ ର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ସେମିତି କିଛି ଯୋଜନା ସେମିତି କାର୍ଯ୍ୟକାରୀ ହେଉନାହିଁ | ଏହି ଭଳି ବିପଦ ରୋଗ ର ଚିକିତ୍ସା ସମ୍ପୂର୍ଣ ବିନା ମୂଲ୍ୟ ରେ ଉପଲବ୍ଧି ହେବା ଦରକାର | ସ୍ଥାନୀୟ ବିଧାୟକ ଏବଂ ସାଂସଦ ଏହି ଦିଗ ରେ କାମ କରିବା ଉଚିତ | ଖାଲି ସମୁଦ୍ର କୁ ଶଙ୍ଖେ ପାଣି ଭଳିଆ ଯୋଜନା ସବୁ କରି ଜନସାଧାରଣ ଙ୍କୁ ଭକୁଆ ବନାଯାଉଛି | ବୋଲି ଶ୍ରୀ ନୀଳକଣ୍ଠ ରେଡ୍ଡୀ ନିଜ ବ୍ୟକ୍ତ ରଖିଛନ୍ତି |