ଗୋପରେ ବଢ଼ୁଛି ଗୋପନିୟତା।
ଯାଜପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ସରୋଜ କୁମାର ଧଳ
ସୂତ୍ର ରୁ ପ୍ରକାଶ ଅଳକୁଣ୍ଡ ଥାନା ରେ ଦୁଇ ଅଧିକାରି ଙ୍କ ମୁହାଁ ମୁହିଁ ଘଟଣା ର ସମାଧାନ ବାଟ ବନ୍ଦ କଲେ କି ଗୁପ୍ତଚର ? ଗୁପ୍ତଚର ସମ୍ପର୍କିତ ମୁଖ୍ୟ ଆଇନ
ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ, ୧୯୨୩ (OSA, ୧୯୨୩) ମୁଖ୍ୟତଃ ଗୁପ୍ତଚର କାର୍ଯ୍ୟକଳାପକୁ ରୋକିବା ପାଇଁ ପ୍ରଯୁଜ୍ୟ।
ଏହି ଆଇନ ଅନଧିକୃତ ବ୍ୟକ୍ତିଙ୍କୁ ଗୁପ୍ତ ସରକାରୀ ସୂଚନା ପ୍ରକାଶ କରିବା । କିନ୍ତୁ ଏଠାରେ ଅଳକୁଣ୍ଡ ଥାନାର ଗୋପନିୟତା ଗୋପରେ ବଢୁଛି । ଷଡଯନ୍ତ୍ରକାରି ମାନଙ୍କ ପଥ ପ୍ରଦର୍ଶନ କାରି କିଏ ? କଣ ଆରକ୍ଷି ଅଧିକ୍ଷକ କହିବେକି ଓଡିଶା ସରକାର ର ପୋଲିସ୍ ଏବଂ ସରକାରକୁ ବଦନାମ କରିବା ପାଇଁ Alakunda PS ର CCTV Record ଗଣମାଧ୍ୟମରେ ପ୍ରକାଶ ନିଶ୍ଚିତ ଭାବରେ ପ୍ରଶ୍ନବାଚ଼କ?
ଆପଣ କ’ଣ ଜନସାଧାରଣଙ୍କୁ ନିଶ୍ଚିତ କରିପାରିବେ ଯେ ଏହି ତଦନ୍ତ ନିରପେକ୍ଷ ହେବ?
ଏହି ଘଟଣା ପୋଲିସ ବାହିନୀ ଭିତରେ ଆଭ୍ୟନ୍ତରୀଣ ଦୁର୍ନୀତିକୁ କିପରି ପ୍ରକାଶ କରେ? ମୋହନ ସରକାର ଏଥିପ୍ରତି ଯତ୍ନବାନ୍ ହେବା ଦରକାର?
