*କେନ୍ଦୁପାଟି ଗ୍ରାମ ରେ ୧୪ ତମ ମାଁ ଝରାବହଲେନ ମହାଲକ୍ଷ୍ମୀ ପୂଜା ଆରମ୍ଭ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ କେନ୍ଦୁପାଟି ଗ୍ରାମ ରେ ମାଁ ଝରାବହଲେନ ମହାଲକ୍ଷ୍ମୀ ପୂଜା ଆରମ୍ଭ ହୋଇଅଛି। ଆସନ୍ତା ୪ ତାରିଖ ରେ ଉଦଯାପିତ ହେବ। ମହାଦେବ ପୋଖରୀ ରୁ ଶତାଧିକ ମହିଳା କଳସ ଯାତ୍ରା ରେ ପୂର୍ଣ୍ଣ କଳସ ପୂଜା ମଣ୍ଡପ ରେ ସ୍ଥାପନ କରିଛନ୍ତି। କେନ୍ଦୁପାଟି ଗାଁ ମହାଲଷ୍ମୀ ପୂଜା ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିବ। କର୍ତ୍ତା ରୂପେ ଝୁମୁକଲାଲ ପୋଡ଼ ଓ ତାଙ୍କ ଧର୍ମପତ୍ନୀ ସଞ୍ଜନା ପୋଡ଼ ଦାୟିତ୍ୱ ତୁଲାଇଥିବା ବେଳେ କେନ୍ଦୁପାଟି ଗ୍ରାମ ପୂଜା କମିଟି ର ସଭାପତି କୁନୁରାମ ପୋଡ଼ ସମ୍ପାଦକ ଯୋଗେଦ୍ର କଟା ଓ କେନ୍ଦୁପାଟି ଗ୍ରାମ ର ଝୁମୁଲାଲ ବାଗ, ଦୁର୍ବଳ ତାଣ୍ଡି, ରମେଶ ଷଣ୍ଢ, ଭୁବନେଶ୍ୱର ପୋଡ଼, ଭୁବନେଶ୍ୱର ଷଣ୍ଢ, କହଳ ସିଂ କେତକୀ, ରବି ଚନ୍ଦ୍ର ପୋଡ଼, ବାସୁଦେବ ମାଝୀ, ଚନ୍ଦ୍ର ପୋଡ଼, ପଙ୍କଜ ଷଣ୍ଢ, ଜିତ ଷଣ୍ଢ, ସାଧୁ କେତକୀ, ଦିବ୍ୟାଲୋଚନ ଷଣ୍ଢ, ହରିହର ବାଗ, ମହାଦେବ ପୋଡ଼ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ପରମାନନ୍ଦ ପୂଝାରୀ, କୃବଲ ପୂଝାରୀ, ଗୋବିନ୍ଦ ମହାନନ୍ଦ, ଦାମୋଦର ବାଗ,
ଗ୍ରାମ ରେ ଉତ୍ସବ ପରିବେଶ ହୋଇଅଛି।
