ଯାଜପୁରରେ ନିଆରା ବାହାଘର
କୀର୍ତ୍ତନକରି ଆସିଲେବରଯାତ୍ରି
ଦଶରଥପୁର/(ଭଞ୍ଜଦୂତ:ନିପ୍ର)ରିପୋର୍ଟର:-ଉତ୍ତମ କୁମାର ଦାସ
ବୈଷ୍ଣବ ରୀତିରେ ବାହାଘରl ଆସିଲେ ଭକ୍ତିମୟ ପରିବେଶରେ| ବୈଷ୍ପବ ରୀତି ଅନ୍ୁଯାୟା ତୁଳସୀ ବରଯାତ୍ରୀ ଓ ବୈଷ୍ତବ ରାୀତିରେ ହେଲା ବାହାଘର| ଏମିଡି ପରିକ୍ରମା, ଜୟମାଳା, ମନ୍ତ୍ରୋଜାରଣ ଏବଂ ପବିତ୍ର ପ୍ରଣୟ ଏକ ନିଆରା ବାହାଘର ଯାଜପୁର ସହରରେ ଦେଖୁବାକ୍ୁ ସଂକଳ୍ପ ସହିତ ବିବାହ ସମ୍ପନ୍ ହୋଇଥିଲା| ଏହି ବିବାହଟି ମିଳିଛି | ଯାଜପୁର ବିରଜା ମନ୍ଦିର ସନ୍ନିକଟ ଲାଖବିନ୍ଧା ସମ୍ପୂର୍ଣ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହୋଇଥଲା |
ପଡ଼ିଆରେ ଥିବା ଇସ୍କ୍ନ ମନ୍ଦିରରେ ଏହି
ନିଆରା ବାହାଘର ହୋଇଥବାର ଦେଖାଯାଇଛି|
ବିଞ୍ଛାରପୁର ବୁକ ଅଳକୁଣ୍ଡ ପଞ୍ଚାୟତ ନୂଆଗାଁ ଅଞ୍ଚଳର ଗଣେଶ ପ୍ରସାଦ ଦାସଙ୍କ ପୁଅ ରାକେଶ ଦାସ ଯାଜପୁର ବ୍ଲକ ଅଞଚଳର ଏକ ଗରିବ ପରିବାର ମାୟାଧର ଦେହୁରୀଙ୍କ ଝିଅ ସୀମା ଦେହୁରାଙ୍କୁ ଇସ୍କନ ମନ୍ଦିରରେ ବୈଷ୍ତବ ରୀତିନୀତିରେ ବିବାହ କରିଥିଲେ.
ବରଯାତ୍ରୀ ଶୋଭାଯାତ୍ରାରେ ନା ଥିଲା ବ୍ୟାଣ୍ଡପାର୍ଟି ନା ଡିଜେ ନା ବାଣ ନା କେହି ମଦ୍ୟପାନ କରି ନୃତ୍ୟ କରୁଥବାର
ଦେଖବାକୁ ମିଳି ନଥିଲା |
କେବଳ ମୃଦଙ୍ଗ କର୍ତାଳ, କୁଚ୍ୁଜିର ସୁମଧୁର ଧ୍ବନିରେ କାର୍ଉ୍ନନ କରି ବରଯାତ୍ର ଆସିଥିଲେ ବରକ ମୃଦଙ୍ଗ କର୍ତ୍ତାଳ ଧ୍ବନିରେ ସ୍ବାଗତ କରାଯାଇଥିଲା| ହରିବୋଲ, ହୁଳହୁଳିର ମଙ୍ଗଳ ଧ୍ବନିରେ ଉଚ୍ତୁଳି ଉଠିଥଲା ସାରା ପରିବେଶ| ଉଭୟଙ୍କ ପରିବାର ମିଳନ ହେଲା ଓ
ବିବାହ ଶେଷରେ ଉଭୟ ପରିବାର, ବନ୍ଧୁ ପରିଜନ ଇସ୍କତନ ମନ୍ଦିରର ପ୍ରସାଦ ସେବନ କରିଥିଲେ| ବିବାହ କେବଳ ଆଡ଼ମ୍ବରରେ ନୁହେଁ ବର ଭକ୍କି ସରଳତା ଓ ନାମ ସଂକାୀର୍ତଉନରେ ବିବାହ ହେଇପାରେ ବୋଲି ସାମାଜକ ପାଇଁ ଏକ ବଡ଼ ଉଦାହରଣ ଓ ନିଆରା ବାର୍ତା ବାଣ୍ଟି ଛନ୍ତି|
