ହ୍ୟୁମାନ ସାଗର ଙ୍କ ଜନ୍ମ ଦିନରେ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଶ୍ରଦ୍ଧାଞ୍ଜଳି ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ପ୍ରସିଦ୍ଧ ଓଲିଉଡ଼ ଚଳଚ୍ଚିତ୍ର ଜଗତର, ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଜନ୍ମ ଦିନ, ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଗ୍ରାମର ଶତାଧିକ ଜନସାଧାରଣ, ହ୍ୟୁମାନ ସାଗରଙ୍କ ସ୍ମୃତି ଚାରଣ କରିଥିଲେ। ଶତାଧିକ ଜନସାଧାରଣ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରି ଅମର ଆତ୍ମାର ସଦଗତି କାମନା କରିଥିଲେ।
