ହ୍ୟୁମାନ ସାଗର ଙ୍କ ବିୟୋଗରେ ମୋହନା ଠାରେ ଶୋକ ସଭା ।
ଗଜପତି (ଟିକି ଲିମା) -ଗଜପତି ଜିଲ୍ହା ମୋହନା ଠାରେ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଙ୍କ ବିୟୋଗରେ ଆଜି ମୋହନା ଠାରେ ବସ ବାସ କରୁଥିବା ଖ୍ରୀଷ୍ଟ ଧର୍ମା ବଲମ୍ବୀ ମାନେ ଶତାଧିକ ମହିଳା ପୁରୁଷ ଏକତ୍ରିତ ହଇ ହାତରେ ମହମ ବତୀ ଧରି ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଏକ ସ୍ମୁତି ସହ ଶକ ସଭା କରାଯାଇଥିଲା ଏହି ଶକ ସଭାରେ ମୋହନା ଏବଂ ପଡସି ଗ୍ରାମର ଶତାଧିକ ଲୋକ ଯଗ ଦେଇଥିଲେ ତତ ସହିତ ମୋହମ ବତୀ ସଭାଯାତ୍ରା କରି ମୋହନା ସ୍ଥିତ ସାଧୁ ପିତର ସାହିରେ ସମସ୍ତେ ଏକତ୍ରିତ ହଇ ହ୍ୟୁମାନ ସାଗର ଙ୍କ ସ୍ମୁତି କୁ ମନେ ପକାଇ ନିରବ ପ୍ରାର୍ଥନା ଫାଦେରମାଲାକିଆସ ବୀରୋ କରିଥିଲେ ।ଏବଂ ଏଥିରେ ମୋହନା ର ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ସାଧୁ ପିତର ଗ୍ରାମ୍ୟ କମିଟି ବେହେରା ପ୍ରମୋଦନାୟକ ମାଥିୟୁ ନାୟକ ପ୍ରଶାନ୍ତ ବୀରୋ ଭାସ୍କର ନାୟକ ବିଳାସ ନାୟକ ସହ ସମାଜ ସେବି ସାଗର ବଳିୟାର ସିଂ ସହ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ଯିବନି ସବୁ ସ୍ମୁତି ଗଚରକୁ ଆଣି ଅଭି ଭାଷଣ ରଖିଥିଲେ ଶେଷରେ ନିରବ ପ୍ରାର୍ଥନା କରି ସଭାଟିକୁ ସାଙ୍ଗ କରାଗଲା।
