*ନୂଆପଡା ଜିଲ୍ଲା ଉପ ନିର୍ବାଚନ, ନିର୍ବାଚନ ପ୍ରଚାର ଅନ୍ତିମ ଦିନ ରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେସ ଯାଦବ ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ନିର୍ବାଚନ ପ୍ରଚାର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଉପ ନିର୍ବାଚନ, ନିର୍ବାଚନ ପ୍ରଚାର ଅନ୍ତିମ ଦିନ ରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେସ ଯାଦବ ଦଳୀୟ ପ୍ରାର୍ଥୀ ରକଣ୍ଟ ହାତୀଙ୍କ ପାଇଁ କଲେ ନିର୍ବାଚନ ପ୍ରଚାର। ନିଶ୍ଚିତ ରୂପେ ନୂଆପଡ଼ା ଉପ ନିର୍ବାଚନ ରେ ସମାଜବାଦୀ ପାର୍ଟି ବିଜୟ ହେବା ସହ ଜିଲ୍ଲା ର ବିକାଶ ଏବଂ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ଆହ୍ବାନ କରିଛନ୍ତି। ନୂଆପଡା ପୋଲିସ ପଡିଆ ଠାରେ ଏକ ଜନସଭା କୁ ସମ୍ବୋଧନ କରିଥିଲେ। ବହୁ ଯାଦବ ମାନେ ଯୋଗଦେଇ ବିପୁଳ ସମର୍ଥନ ଜଣାଇଛନ୍ତି।
