*ନୂଆପଡା ଉପ ନିର୍ବାଚନ ର ଶେଷ ଦିବସ, ଉପଲକ୍ଷେ ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ସଭାପତି ମନ ମୋହନ ସାମଲ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ପାର୍ଟି ଜିଲ୍ଲା ବାସୀ ନିଶ୍ଚିତ ରୁପ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ତାଙ୍କ ସପକ୍ଷରେ ମଟ ସାବ୍ୟସ୍ତ କରିବେ ବୋଲି କହିଥିଲେ। ଏହି ସମ୍ମିଳନୀ ରେ ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ପ୍ରଶନ୍ନ ପାଢୀ, ଖାନ ସିଂ ମାଝୀ ବହୁ ବିଜେପି କର୍ମୀ ସାମିଲ ହୋଇଥିବା ବେଳେ ବିଜେପି ମିଡ଼ିଆ ସେଲ ରାଜ୍ୟ ପ୍ରଙ୍କ୍ୟା ମାନସ ବସ୍କି ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ରେ ବିଜେପି କୁ ଆସ୍ଥା ଦେଇ ସରକାର ଗଠନ ରେ ସହାୟତା କରିଛନ୍ତି।ନୂଆପଡ଼ା ମଧ୍ୟ ବିଜେପି ସୁନିଶ୍ଚିତ ବିଜୟୀ ହେବ।
