ଉତ୍ତର ଦାୟିତ୍ଵ କାହାର !
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।
ସରକାର ବଦଳିଲା ! କିନ୍ତୁ ବ୍ୟବସ୍ଥା ବଦଳିନି ! ଇଏ ହେଉଛି ସ୍ଥାନୀୟ କୁରୁଡା ପଞ୍ଚାୟତ ! ଯେଉଁଠି ଅଫିସ ଅଛି,ହେଲେ ସରପଞ୍ଚ ତ ଦୂରର କଥା କର୍ମଚାରୀ ବି ନାହାଁନ୍ତି। ସରପଞ୍ଚ ଙ୍କ ଅଫିସରେ ତାଲା ଝୁଲୁଛି। ଯାହା ଶୁଣିବାକୁ ମିଳୁଛି,ଏଇଠୁ କାଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି ରାଜେନ୍ଦ୍ର ରାଉତ ! ଯଦି ନିଜ ପଞ୍ଚାୟତ ଅବସ୍ଥା ଏମିତି, ଆପଣଙ୍କର ଛତିଶ ପଞ୍ଚାୟତ କେମିତି ଥିବ ସାଧାରଣରେ ପ୍ରଶ୍ନବାଚୀ !ଲୋକେ ଯାହା କୁହନ୍ତି ଆମ ଗୁହାରି କିଏ ଶୁଣିବ,ଆପଣ ବାସ୍ତବ ଚିତ୍ର ଦେଖିଲେ। ଆଗକୁ ଏମାନଙ୍କ ଦାୟିତ୍ଵ କେତେ , ଲୋକେ ଵୁଝାଇଦେବେ କହିଲେ ଅତ୍ୟୁକ୍ତି ହେବ ନାହିଁ।
