*ନୂଆପଡା ଉପ ନିର୍ବାଚନ ରେ ଅନୁଷ୍ଠିତ ହେଉଅଛି ଘରେ ଭୋଟ ଦେବା ସୁଯୋଗ ପ୍ରଦାନ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ରେ ଅନୁଷ୍ଠିତ ହେଉଅଛି ଘରେ ଭୋଟ ଦେବା ସୁଯୋଗ ପ୍ରଦାନ କରିଛନ୍ତି। ଘରେ ଭୋଟ ଦେବା କାର୍ଯ୍ୟକ୍ରମ ସାର ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ୨୯ ତାରିଖ ରୁ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମୋଟ ୧୫ ଗୋଟି ଦଳ ଗଠିତ ହୋଇ ଘର ଘର ବୁଲି ଭୋଟ ଗ୍ରହଣ କରିଛନ୍ତି। ୧୪ ଗୋଟି ଦଳ ଘର ଯାଇ ଭୋଟ କରୁଥିବା ବେଳେ ୧ ଗୋଟି ଦଳ ରିଜର୍ଭ ରହିଛନ୍ତି। ଚଳିତ ଉପ ନିର୍ବାଚନ ରେ ୨୫୧ ଜଣ ଘରେ ଭୋଟ ଦେବା ପାଇଁ ଆବେଦନ ହୋଇଥିଲା। ସମସ୍ତ ଙ୍କ ପାଇ ଏହି ଘରେ ଭୋଟ ଦେବ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ମଧୁସୂଦନ ଦାସ ପ୍ରକାଶ କରିଛନ୍ତି।
