*ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2025*
ବୌଦ୍ଧ ରୁ କୃଷ୍ଣ ଚନ୍ଦ୍ର ସିଂହ ଜ଼ିଲ୍ଲା ପ୍ରତିନିଧି ଭଂଜଦୂତ ନିୟୁଜ଼
-ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତଶିଶୁ ମହୋତ୍ସବ ସୁରଭି 2025ଉଦଘାଟିତ ହୋଇଯାଇଛି ଉତ୍ସବ ରେ ମୁଖ୍ୟ ଆତିଥୀ ଭାବରେ ପୁରୁଣାକଟ ସରପଞ୍ଚ ଅଶୋକ କୁମାର ସେଠି ମଞ୍ଚ, ସାନମାନିତ ଅତିଥି ଭାବରେ ଗୋଷ୍ଠୀ ସହ ଶିକ୍ଷ ଅଧିକାରୀ ଭୁବନେଶ୍ୱର ସେଠି, କାର୍ତ୍ତିକେଶ୍ୱର ନାୟକ, ବିସିକେଶନ ବେହେରା ଅନ୍ୟ ତମଅତିଥିଭାବରେ ପୁରୁଣା କଟକ ସରକାରୀ ଉଚ୍ଚ ପଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମୀରା ରାଣୀ ଭୂୟାଁ ପ୍ରମୁଖ ମଞ୍ଚା ସିନ ଥିଲେ ସତ୍ୟ ନାରାୟଣ ସାହୁ, ହରମୋହନ ଦାନୟକ ଓ ନବକିଶୋର ଦୀପପ୍ରମୁଖ ମଞ୍ଚ ପରିଚାରଳନା କରିଥିଲେ ଶେଷରେ ଅର୍ଜୁନ କଂହର ଧନ୍ୟବାଦ ଜଣାଇଥିଲେ.।
