ହୋ’ ଭାଷାକୁ ସମ୍ବିଧାନର ୮ମ ଅନୁସୂଚୀରେ ସାମିଲ ପାଇଁ ଦାବି
ଢେଙ୍କାନାଳ, – ହୋ’ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ଆଜି ଅଲ୍ ଇଣ୍ଡିଆ ହୋ’ ଲାଙ୍ଗୁଏ ଏଜ ଆକ୍ସନ କମିଟି ଢେଙ୍କାନାଳ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ବାଚସ୍ପତି, ସାଂସଦ ଦ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ର ମନ୍ତ୍ରୀ ଷ୍ଟେଟ ଫଗନ ସିଂ କୁଲସ୍ତେ ଓ ମୁଖ ମୁଖ୍ୟମନ୍ତ୍ରୀଙ୍କୁ ଏକ କମିଟି ତ୍ର ପ୍ରଦାନ କରିଛନ୍ତି I ଆସନ୍ତା ଦାବିପତ୍ର ପ୍ର ଅକ୍ଟୋବର ୩୧ ଓ ନଭେମ୍ବର ୧ ତାରିଖରେ ଦିଲ୍ଲୀ ଠାରେ ରେ ହେବାକୁ ମାଧ୍ୟମରେ ହୋ’ ଭାଷାକୁ ଅଷ୍ଟମ ଥୂବା ଅଲ ଇଣ୍ଡିଆ ହୋ’ ଲାଙ୍ଗୁଏଜ ଆକ୍ସନ ଅନୁସୂଚୀରେ ସାମିଲ କରିବା ପାଇଁ ଜିଲ୍ଲା ସଭାପତି ପ୍ରସନ୍ନ ଉପସଭାପତି ସୁଦର୍ଶନ ସାଏ, ସମ୍ପାଦକ ଶିବଲାଲ କାଲୁଣ୍ଡିଆ, କୋଷା ଷାଧ୍ୟକ୍ଷ ବିରେନ୍ଦ୍ର ବାନାରା, ସଦସ୍ୟ ସାଲୁକା କା ମୁଣ୍ଡା ଏବଂ ସଦସ୍ୟମାନେ ଉପସ୍ଥିତ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ରମେଶ ଚନ୍ଦ୍ର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
