*ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧି କୋମନା ଗ୍ରାମ ପଞ୍ଚାୟତ ପଣ୍ଡରାପଥର ଗ୍ରାମ ରେ ମନ କି ବାତ କାର୍ଯ୍ୟକ୍ରମ ରେ ଯୋଗଦାନ*
ନୂଆପଡା(ମିଖାଏଲ ନନ୍ଦ)
*ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧି କୋମନା ଗ୍ରାମ ପଞ୍ଚାୟତ ପଣ୍ଡରାପଥର ଗ୍ରାମ ରେ ମନ କି ବାତ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ମହିଳା ଙ୍କ ମଧ୍ୟ ରେ ଶୋଇ ରହିଥିବା ଶକ୍ତି କୁ ଜାଗ୍ରତ କରିବା କାମ କରୁଛି ବୋଲି ଉପ ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ମନ କି ବାତ କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ କୋରାପୁଟ ର କଫି ଚାଷ ସହ ମହିଳା ସ୍ଵୟଂ ସହାୟତା ଗୋଷ୍ଠୀ ର ଉନ୍ନତ ମାନ ର କଫି ଉପରେ ଉଲ୍ଲେଖ କରିଛନ୍ତି। ଏହାଏକ ସଫଳତା କହିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସୁଦୀପ୍ତ ରାୟ, ଅଭିନନ୍ଦନ ପଣ୍ଡା, ଜଜ୍ଞେଶ୍ୱର୍ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ବାହା ହେଲା ପରେ ମାଁ ଘର ପର ହୋଇଥିବା ବେଳେ ମାମୁଁ ଘର ସାତ ପର ବୋଲି କହିଛନ୍ତି। ବିଜେପି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇ ଭୋଟ ଭିକ୍ଷା କରି ନିର୍ବାଚନ ପ୍ରଚାର କରି ବିକାଶର ନକ୍ସା ପରିବର୍ତ୍ତନ ହେବ। ନିଜ ବହୁ ମୂଲ୍ୟ ବିକାଶ ଚିହ୍ନ ପଦ୍ମ ଚିହ୍ନ ରେ ଭୋଟ ଦେବାକୁ ସୁଭଦ୍ରା ପରିବାର ଙ୍କୁ ଆହ୍ବାନ କରିଛନ୍ତି। ଗ୍ରାମ ରେ ମହିଳା ଙ୍କୁ ସାକ୍ଷାତ କରି ଭାବ ବିନିମୟ କରିଥିଲେ। ବାନର ସେନା ମଦର୍ ଟେରେସା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସାକ୍ଷାତ କରିଥିଲେ।
