ଗ୍ରାମ୍ୟ ନିର୍ମାଣ କାର୍ଯ୍ୟରେ ଅଭିଯୋଗ
ବିଞ୍ଝାରପୁର /(ଭଞ୍ଜଦୂତ :ନିପ୍ର )ରିପୋର୍ଟର ସରୋଜ କୁମାର ଧଳ
ଠିକାଦାର ଓ ଡିପାର୍ଟମେଣ୍ଟ ର ମଧୁଚନ୍ଦ୍ରିକା ରେ ଚାଲିଛି ମନମାନି କାମ ଉପଖଣ୍ଡ ଅଧିକାରୀ ମହାଶୟ ଙ୍କ ଦେଖନଥିବାର ଶୁଣିବାକୁ ମିଳୁଛି ଗ୍ରାମ୍ୟ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହେଉଥିବାର ସ୍ଥାନୀୟ ବାସିନ୍ଦା ଅଭିଯୋଗ ପତ୍ର ଉପଖଣ୍ଡ ଅଧିକାରୀ ଙ୍କୁ ଦେଈ ଥିବାର ଶୁଣିବାକୁ ମିଳୁଛି କେହି ସାମ୍ବାଦିକ ଫୋନ କଲେ ଉପଖଣ୍ଡ ମହାଶୟ ଦୁର ବେବହାର କରୁଛନ୍ତି ଅଭିଯୋଗ ଅନୁଯାଇ ଯାଜପୁର ଜିଲ୍ଲା ବିଞ୍ଝାରପୁର ଗ୍ରାମ୍ୟ ନିର୍ମାଣ ଉପଖଣ୍ଡ ଅନ୍ତର୍ଗତ ଗୁହାଳୀ ପଞ୍ଚାୟତ ଗୋବିନ୍ଦ ପୁର ଠାରୁ ନାଥ ସାହି ପର୍ଯ୍ୟନ୍ତ ଚାଲିଛି ନୂତନ ରାସ୍ତା ନିର୍ମାଣ ଏବଂ ପ୍ରସତି କରଣ କାର୍ଯ୍ୟ ପାଖା ପାଖି ୮କିମି ରାସ୍ତା ଚାଲିଥିବା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରଛନ୍ତି ସ୍ଥାନୀୟ ବାସିନ୍ଦା ଙ୍କ ଅଭିଯୋଗ ଅନୁଯାଇ କୋଟି କୋଟି ଟଙ୍କାର ରାସ୍ତା କାମ ହେଉଥିବା ବେଳେ ଫଳକ ର ନାମ ନିଶାନ ନାହିଁ ରାସ୍ତାରେ ବେବହୃତ ହେଉଥିବା ଗୋଡି, ବାଲି, ସିମେଣ୍ଟ ଭାଗ ମାପ ରେ ତାଳ ମେଳ ରହୁନଥିବାର ଅଭିଯୋଗ ଆଣି ରାସ୍ତାର ସ୍ତାଇତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଗ୍ରାମବାସୀ ନିର୍ମାଣଧୀନ ରାସ୍ତାର ଦର୍ଘ୍ୟ ପ୍ରସ୍ତ ର ତାଳ ମେଳ ରହୁ ନଥିବାର ଅଭିଯୋଗ ମଧ୍ୟ୍ୟ ଆଣି ଛନ୍ତି ଏଥି ପ୍ରତି ଦୃଷ୍ଟି ଦେବା ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ୍ୟ ଦାବି କରିଛନ୍ତି
