କଙ୍କଡ଼ାହାଡ଼ କ୍ଳଷ୍ଟର ସୁରଭି ୨୦୨୫କାର୍ଯ୍ୟକ୍ରମ ଅନୁଷ୍ଠିତ। .
ରିପୋର୍ଟ, ଗୋକୁଳାନନ୍ଦ ବେହେରା .
କଙ୍କଡ଼ାହାଡ଼ – ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କନ୍ଧରା ଦଧିବାମନ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସୁରଭି କ୍ଲଥ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ବିସ୍ୱଶ୍ୱର ମିଶ୍ର (ବି. ଆର.ସି. ସି ) ସମ୍ମାନିତ ଅତିଥି ପ୍ରଦୀପ୍ତ କୁମାର ଦାସ (ଏ. ବି. ଇ. ଓ) , ଶ୍ରୀମତୀ ପ୍ରିୟ ଦର୍ଶନୀ ସହୁ ଅଧକ୍ଷା, ଆଦର୍ଶ ବିଦ୍ୟାଳୟ (କନ୍ଧରା), କଙ୍କଡ଼ାହାଡ଼ ସରପଞ୍ଚ ଶ୍ରୀଯୁକ୍ତ ସମୀର ସେଠି,ସଭାପତି ଆମର ପ୍ରିୟ ବିଜୟ କୁମାର ନାୟକ ଅତିଥି ପରଚୟ ମଞ୍ଚାସିନ ପୂଜ୍ୟ ଦିଲୀପ କୁମାର ମାଝୀ ଓ ସହଯୋଗ କାରି ଦଧୀବାମନ ଜୀଉ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ କର୍ମଚାରୀ ବୃନ୍ଦ ଙ୍କ ସହାୟତାରେ ଏହି ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ବଭିର୍ଣ୍ଣ ସଂସ୍କୃତିକକଙ୍କଡ଼ାହାଡ଼ କ୍ଳସ୍ତରିୟ ସୁରଭି ୨୦୨୫ ଅନୁଷ୍ଠିତ। କଙ୍କଡ଼ାହାଡ଼ – ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କନ୍ଧରା ଧଧୀ ବାମନ ଉଛ ବିଦ୍ୟାଳୟ ଠାରେ ଆଜି ସୁରଭି କ୍ଲଥ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ବିସ୍ୱଶ୍ୱର ମିଶ୍ର (ବି. ଆର.ସି. ସି ) ସମ୍ମାନିତ ଅତିଥି ପ୍ରଦୀପ୍ତ କୁମାର ଦାସ (ଏ. ବି. ଇ. ଓ) , ଶ୍ରୀମତୀ ପ୍ରିୟ ଦର୍ଶନୀ ସହୁ ଅଧକ୍ଷା, ଆଦର୍ଶ ବିଦ୍ୟାଳୟ (କନ୍ଧରା), କଙ୍କଡ଼ାହାଡ଼ ସରପଞ୍ଚ ଶ୍ରୀଯୁକ୍ତ ସମୀର ସେଠି,ସଭାପତି ଆମର ପ୍ରିୟ ବିଜୟ କୁମାର ନାୟକ ଅତିଥି ପରଚୟ ମଞ୍ଚାସିନ ପୂଜ୍ୟ ଦିଲୀପ କୁମାର ମାଝୀ ଓ ସହଯୋଗ କାରି ଦଧୀବାମନ ଜୀଉ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ କର୍ମଚାରୀ ବୃନ୍ଦ ଙ୍କ ସହାୟତାରେ ଏହି ସୁରଭି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ବଭିର୍ଣ୍ଣ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଥିଲା., ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ବିତରଣ।କରିଥିଲେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇ ଥିଲା., ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ବିତରଣ।କରିଥିଲେ
