**ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ, ଦଳୀୟ ପ୍ରାର୍ଥୀ ବିଜୟ ସୁନିଶ୍ଚିତ ଅଟେ ବ୍ୟବଧାନ ପାଇଁ ଲଢେଇ ବୋଲି ନେତା ଓ ଦଳୀୟ ବରିଷ୍ଠ ନେତା ପ୍ରକାଶ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ ଏକ ନୀରନ୍ତନ୍ ପ୍ରକ୍ରିୟା ଅଟେ ବୋଲି ସାଂସଦ ଏବଂ ଦଳୀୟ ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି। ଦଳୀୟ ପ୍ରାର୍ଥୀ ବିଜୟ ସୁନିଶ୍ଚିତ ଅଟେ ବ୍ୟବଧାନ ପାଇଁ ଲଢେଇ ବୋଲି ଯାଜପୁର ସାଂସଦ ରବୀ ବେହେରା ପ୍ରକାଶ କରିଛନ୍ତି। ଏକ ସଙ୍ଗଠିତ ଦଳ ରେ ସାମିଲ ହେବାକୁ ସମତଙ୍କୁ ସ୍ବାଗତ ଅଟେ। ବହୁ ନେତା ସାମିଲ ହୋଇ କାମ କରିବାକୁ ଆହ୍ବାନ କରିଛନ୍ତି।
