*ନୂଆପଡା ବିଧାନସଭା ଉପ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷ ରୁ ପ୍ରଚାର ଆରମ୍ଭ, ନବୀନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଏବଂ ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ ନିକଟକୁ ଯିବେ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ବିଧାନସଭା ଉପ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷ ରୁ ପ୍ରଚାର ଆରମ୍ଭ, ନବୀନ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଏବଂ ରାଜ୍ୟ ସରକାରଙ୍କ ବିଫଳତା ନେଇ ଲୋକଙ୍କ ନିକଟକୁ ଯିବେ ବୋଲି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରକାଶ କରିଛନ୍ତି। ବଞ୍ଜାରି ଦେବୀ ଙ୍କୁ ଦର୍ଶନ କରି ପ୍ରଚାର ଆରମ୍ଭ କରିଛନ୍ତି। ବିଜୁ ଜନତା ଦଳ ରେ ୧୨୦ ଖଣ୍ଡ ଗ୍ରାମ ରୁ ୪ ହଜାର ରୁ ଉର୍ଦ୍ଧ ଆଦିବାସୀ ମାନେ ସାମିଲ ହୋଇଥିବା ସେ ପ୍ରକାଶ କରିଛନ୍ତି। ବିପୁଳ ଜନସମର୍ଥନ ରହିଥିବା ପ୍ରକାଶ କରିଛନ୍ତି। କୋମନା ବ୍ଲକ ୨ ନମ୍ୱର୍ ଜିଲ୍ଲା ପରିଷଦ ଜୋନ ର ୬ ଗୋଟି ଗ୍ରାମପଞ୍ଚାୟତ ପ୍ରଚାର କରିବ।
