ଉତ୍ତର ଓଡ଼ିଶାର ଶ୍ରମିକଙ୍କ ଲଢୁଆ ନେତା ବାଲେଶ୍ବରର କୁନା ସ୍ୱାଇଁ ! ଦୀର୍ଘ ଚାଳିଶ ବର୍ଷର ରାଜନୀତି ! ବିଜୁ ବାବୁ, ବ୍ରଜ ତ୍ରିପାଠୀ, ସମରେନ୍ଦ୍ର କୁଣ୍ଡୁ, ପ୍ରଫୁଲ୍ଲ ସାମଳ, ଅରୁଣ ଦେ ଙ୍କ ଭଳି ଦୂରଦୃଷ୍ଟି ସମ୍ପର୍ଣ୍ଣ ରାଜନେତାଙ୍କ ଆଶୀର୍ବାଦ ରୁ କୁନା ବାବୁ ଆଜି ଘରେ ଘରେ ପରିଚିତ। ଧାମରା ବନ୍ଦର କୁହନ୍ତୁ ଅବା ବିରଳା ଟାୟାରସ ସବୁଠି ଶ୍ରମିକଙ୍କ ସହିତ କୁନା ସ୍ୱାଇଁ ! ଉତ୍ତର ଓଡ଼ିଶାର ଶ୍ରମିକ ନେତା କୁନା ସ୍ୱାଇଁଙ୍କ ଜନ୍ମ ଦିନ ଅବସରରେ ଢେର ସାରା ଅଭିନନ୍ଦନ।।।
