ଗଜପତି (ଟିକି ଲିମା) :
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ରାୟଗଡ ଗ୍ରାମ ସ୍ଥିତ ପର୍ବତ ସାହିରେ ଆଜି ଲଗାଣ ବର୍ଷା ଯୋଗୁଁ ଜଣେ ବିଧବା ମହିଳା କୁନ୍ତଳା ଓ ପ୍ରେମ ରଞ୍ଜନ ପାଣି ଙ୍କ ଘରେ ପାହାଡର ବର୍ଷା ପାଣି ପଶି ବହୁ ସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ଗତ କାଲି ଠାରୁ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଯୋଗୁଁ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି।
