ଝାରପୋଖରିଆ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ଗାନ୍ଧୀ ଜୟନ୍ତୀ ପାଳନ
———————————
(ନି.ପ୍ର): ଜାମଶଳା(ଅନିଲ କୁମାର ସାହୁ):ଆଜି ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସାରସକଣା ନିର୍ବାଚନ ମଣ୍ଡଳୀ ର ଝାରପୋଖରିଆ ଦଳୀୟ କାର୍ଯ୍ୟାଳୟରେ ବ୍ଲକ ସଭାପତି ଶ୍ରୀଯୁକ୍ତ ମଣି ଶଙ୍କର ବାରିକଙ୍କ ତତ୍ତ୍ଵାବଧାନରେ ସଂକଳ୍ପ ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଡ଼.ଦେବାଶିଷ ମାରାଣ୍ଡି,ପୂର୍ବତନ ବିଧାୟକ ବଡ଼ସାହି ଶ୍ରୀଯୁକ୍ତ ମଣ୍ଟୁ ପାତ୍ର,ପୂର୍ବତନ ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,କାର୍ଯ୍ୟକାରୀ ଜିଲ୍ଲା ସଭାପତି ଜିତେନ୍ଦ୍ର ମହାନ୍ତି,ଜିଲ୍ଲା ଉପ ସଭାପତି ଅମରେନ୍ଦ୍ର କର,ଜିଲ୍ଲା ସମ୍ପାଦକ ବିଶ୍ଵଜିତ ମହାନ୍ତି,ଅଜୟ ମଣ୍ଡଳ,କ୍ଷେତ୍ରମୋହନ ବେହେରା,ଅନିଲ କୁମାର ସାହୁ, ବିଶିକେଶନ ଗିରି,ଶିବ ଶଙ୍କର ମାଲ,ମୁକେଶ ବେହେରା,ନିରଞ୍ଜନ ଗନ୍ତାୟତ, ରୁପମ ମଣ୍ଡଳ,ଶଶି ନନ୍ଦନ ମହାପାତ୍ର,ସଞ୍ଜୀବ ସାହୁ,ଶିବଶଙ୍କର ସାହୁ,ଏବଂ ଦଳର ଅନେକ ଆଗ ଧାଡ଼ିର କର୍ମୀ ଉପସ୍ଥିତ ଥିଲେ।।ଭଞ୍ଜ ଦୂତ ଖବର।।
