*ନାଗପୁର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଶତବାର୍ଷିକ ଉତ୍ସବ ପାଲିତ*
ନୂଆପଡା (ମିଖାଏଲ ନନ୍ଦ)
ନାଗପୁର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଶତବାର୍ଷିକ ପାଳିତ ହୋଇଯାଇଅଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୋହନ ଭାଗବତ ଯୋଗ ଦେଇଥିଲେ। ଏକ ଅନୁଷ୍ଠାନ ସ୍ଵାଧୀନତା ପୂର୍ବରୁ ଗଠନ ହୋଇ ଦେଶ ମାତୃକା ର ସୁରକ୍ଷା, ସମ୍ମାନ ଏବଂ ସ୍ଵାଭିମାନ ପାଇଁ କାର୍ଯ୍ୟ କରି ଆସୁଥିବା ବେଳେ ଆଜି ସେହି ଅନୁଷ୍ଠାନ କୁ ୧୦୦ ବର୍ଷ ପୂରଣ ହୋଇଅଛି। ଏହି ଶହେ ବର୍ଷ ର ଯାତ୍ରା ଅତି କଠିନ, କୋଠାରତା ସହ ନୀତି ଆଦର୍ଶକୁ ପାଥେୟ କରି ଅଗ୍ରସର ହୋଇଆସୁଛି।
