କପିଳା ଗ୍ରାମ ମଝି ସାହି ବାସୀଙ୍କ ଦୁର୍ଦସା କହିଲେ ନସରେ
ବିଞ୍ଝାରପୁର/(ନିପ୍ର)ରିପୋର୍ଟର,, ସରୋଜ କୁମାର ଧଳ ଭଞ୍ଜଦୂତ ଖବର
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଧିନସ୍ତ କପିଳା ପଞ୍ଚାୟତ କପିଳା ଗ୍ରାମର ର ମଝି ସାହି ରେ ଅସଳାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଏଠାରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି | କୁନି କୁନି ପିଲାମାନେ ସ୍କୁଲ ଟିଉସନ ଯିବା ଆସିବାରେ ବହୁ ବାଧାବିଘ୍ନ ଉପୁଜୁଛି କିଏ ଖସିକି ପଡ଼ିଲାଣି ତ କାହାର ଗୋଡ଼ ଖାଇଗଲାଣି ଜମି ଥିବ ପାଣିରେ ପଶିକି ସର୍ବଦା ଯିବା ଆସିବା କରୁଥିବା ଗୋରୁ ଛେଳି ମେଣ୍ଢା ସବୁ ସେଇଥିରେ ଯିବା ଆସିବା କରୁ ଥିବାରୁ ମଶା, ମାଛି ଙ୍କ ଦ୍ୱାରା ଝାଡା ବାନ୍ତି ର ଶିକାର ହେଉ ଛନ୍ତି ଗ୍ରାମ ବାସୀଙ୍କ କହିବା କଥା | ଏହାବି କହିଛନ୍ତି ପଞ୍ଚାୟତ ର ଅଧିକାରୀ, ସରପଞ୍ଚ, ପିଓ, ୱାର୍ଡ ମେମ୍ବର, ସମସ୍ତଙ୍କୁ ଜଣାଇ ସାରିଛନ୍ତି ହେଲେ କୌଣସି ଫଳପ୍ରଦ ହେଉ ନାହିଁ | ଏହାବି ଗୁହାରି କରି କହିଛନ୍ତି ବ୍ଲକ ଅଧିକାରୀଓ ବିଡ଼ିଓ ମହାଶୟଙ୍କୁ ପୁଙ୍ଖାନୁ ପୁଙ୍ଖ ତଦନ୍ତ କରି ଉଚିତ ନିଆୟ ପ୍ରଦାନ କରନ୍ତୁ
