ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ରେ ନୂତନ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଯୋଗଦାନ କରିଥିବା ବେଳେ ଫାର୍ମାସିଷ୍ଟ ସଂଘ ପକ୍ଷ ରୁ ସ୍ବାଗତ ଜଣାଇଛନ୍ତି। ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠି କାର୍ଯ୍ୟାଳୟ ଠାରେ ଉତ୍ତରୀୟ ଏବଂ ପୁଷ୍ପଗୁଛ ପ୍ରଦାନ କରନ୍ତି। ଫାର୍ମାସିଷ୍ଟ ସେବା ସଂଘ ସଭାପତି ବିନ୍ଧୁରାଜ୍, ସମ୍ପାଦକ କୃଷ୍ଣ ଚନ୍ଦ୍ର ରଥ, କୋଷାଧ୍ୟକ୍ଷ କିଶୋର କୁମାର ସାହୁ, କମଳା କାନ୍ତ ଚନ୍ଦ୍ରକାର, ଆଶିଷ ଚନ୍ଦ୍ରକାର,ପ୍ରଦୀପ ଭୂଷଣ, ନଗେନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
