୭୯ ତମ ସ୍ବାଧୀନତା ଦିବସ ଅବସରରେ ସୋରାଇଶ୍ଵର ବିଦ୍ୟା ପିଠରେ ପାଳନ
ଯାଜପୁର/ଧର୍ମଶାଳା (ନିପ୍ର)ରିପୋର୍ଟର କୁଲୁ ବରାଳ
ଧର୍ମଶାଳା ଥିବା ସୋରାଇଶ୍ଵର ବିଦ୍ୟାପିଠ ସୋରାଇ ସ୍କୁଲ ରେ ୭୯ତମ ସ୍ଵାଧୀନତା ଦିବସ ପାଳନ କରାଯାଇଛି ଏବଂ ସରଣ ସାର୍ ଙ୍କ ନେତୃତ୍ବରେ କରାଯାଇଥିଲା ବାଦ୍ୟ ଯନ୍ତ୍ର ମାଧ୍ୟମରେ ପିଲାମାନେ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କିଛି ଅଭିଭାବକ ମିଶି ଗ୍ରାମ ପରୀକ୍ରମା କରିଥିଲେ ସ୍ଵାଧୀନତା ଦିବସ ରେ ଛାତ୍ର ଛାତ୍ରୀ ମାନେ ସୁଜୋଗ ନେଇ ଥିବା ବେଳେ ହସଖୁସିର ଉଲ୍ଲାସ ସହ ପାଳନ କରିଥିଲେ | ମୋନ ରଞ୍ଜନ କାର୍ଯ୍ୟକ୍ରମ ସହିତ ଦିବେଡ଼ ପ୍ରତିଯୋଗିତା ମଧ୍ୟ୍ୟ ସ୍କୁଲ ପରିସରରେ ହୋଇଯାଇଥିଲା ଏହାକୁ ଦେଖି ଅଭିଭାବକ ଓ ପିଲାମାନଙ୍କ ଭିତରେ ବହୁ ଆନନ୍ଦ ର ଲହରି ଖେଳିଯାଇଥିଲା |
