
ବସ ଦୁର୍ଘଟଣାରେ ଶଳା_ଓ ଭିଣୋଇର ମୃତ ।
ରାଜନଗର ମଦନପୁର ଛକ ନିକଟରେ ଜଗନ୍ନାଥ ନାମକ ଘରୋଇ ବସ । ସ୍କୁଟିକୁ ଧକ୍କା ଦେବା ଫଳ ରେ ।
ସ୍କ୍ରୁଟି ରେ ଯାଉଥିବା ଶଳା_ଓ ଭିଣୋଇର ମୃତ ଘଟିଛି ସ୍ଥାନୀୟ ଲୋକଙ୍କ ପକ୍ଷରୁ କ୍ଷତିପୂରଣ ଦାବିରେ ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାର ମଦନପୁର ଛକରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି