*ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଯୋଗୁଁ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା କୁ ନେଇ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଦୁଇ ଦିନ ପାଇଁ ବନ୍ଦ ଘୋଷଣା*।
ନୂଆପଡା(ମିଖାଏଲ ନନ୍ଦ)
ତା:୨୭.୧୦. ,
ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଯୋଗୁଁ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା କୁ ନେଇ ସମସ୍ତ ଅଙ୍ଗନୱାଡି କେନ୍ଦ୍ର କୁ ଦୁଇ ଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି। ବୃଷ୍ଟିପାତ ଓ ବଜ୍ରପାତ ଯୋଗୁଁ ପ୍ରାକ୍-ବିଦ୍ୟାଳୟ ଛୋଟ ପିଲାମାନଙ୍କ ସୁରକ୍ଷା ପାଇଁ ବର୍ଷା ଓ ବଜ୍ରପାତର ଆଶଙ୍କା।ପ୍ରଶାସନ ପକ୍ଷରୁ ଅଭିଭାବକ ଏବଂ ସାଧାରଣ ଜନତାଙ୍କୁ ସତକର୍ତ୍ତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ନୂଆପଡ଼ାଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ୨୮ ଓ ୨୯ ଅକ୍ଟୋବର ୨୦୨୬ରେ ଦୁଇ ଦିନ ପାଇଁ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରିଛନ୍ତି
।
