ନୂଆପଡା( ମିଖାଏଲ ନନ୍ଦ): ନୂଆପଡା ଜିଲ୍ଲା ସଦର ମହକୁମା ମୁଖ୍ୟ ଚିତ୍ସାଳୟ ନୂଆପଡା ଠାରେ ମୁଖ୍ୟମନ୍ତ୍ରୀ ବାୟୁ ସେବା ଚିକିତ୍ସା ବିଶେଷଜ୍ଞ ଦଳ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆରମ୍ଭ ହୋଇଅଛି। ଆସନ୍ତା
ତା ୨୧ ରିଖ ଜୁଲାଇ ରୁ ତା ୨୪ ଜୁଲାଇ ପର୍ଯ୍ୟନ୍ତ “ମୁଖ୍ୟମନ୍ତ୍ରୀ ବାୟୁ ସେବା ” ରେ ମେଡିକାଲ କଲେଜର ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ଵାରା ସୁପର ସ୍ପେସିଆଲିଷ୍ଟ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ
ସ୍ଥାନ : ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ନୂଆପଡା
ଉପଲବ୍ଧ ସେବା ଗୁଡିକ ମଧ୍ୟରେ ୟୁରୋଲୋଜି, ନୁରୋଲୋଜି,
ନେଫେରୋଲୋଜି,କାର୍ଡଓଲୋଜି ଆସି ଚିକିତ୍ସା କରିବେ। ବହୁତ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ସେବା ଗୁଡି଼କର ସୁଯୋଗ ନେବା ପାଇଁ ଅନୁରୋଧ।
