ଜଳେଶ୍ୱର:
◆ଯୁବତୀଙ୍କ ଗଳିତ ମୃତ ଦେହ ଠାବ ।
◆ବେକ ରେ ନାଲି ଲୁଗା ବନ୍ଧା ହୋଇଥିବା ଦେଖିବାକୁ ମିଳିଛି।
◆ଜଳେଶ୍ୱର ଥାନା ଢେରାପଦା ନିକଟରେ ମୃତ ଦେହ ଉଦ୍ଧାର ।
◆ମୃତ ଯୁବତୀ ଜଣକ ହେଉଛନ୍ତି ଦୀପିକା ଜେନା ।
◆ପିନ୍ଧା ଲୁଗା ରୁ ପରିବାର ମୃତ ଶରୀର କୁ ଚିହ୍ନଟ କରିଛନ୍ତି ।
◆ ୫ଦିନ ତଳୁ ଯୁବତୀ ଜଣଙ୍କ ନିଖୋଜ ଅଭିଯୋଗ ହୋଇଥିଲା ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଛି
◆ପରିବାର ଲୋକଙ୍କ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ।
