କଲେଜ ଛାତ୍ରସଂସଦ ନିର୍ବାଚନ
ବୌଦ୍ଧ ପଂଚାୟତ ଛାତ୍ରସଂସଦ ନିର୍ବାଚନ ର ମାହାଲ ସର ଗରମ ବହୁଦିନ ପରେ ନିର୍ବାଚନ ହେଉ ଥିବାରୁ ଛାତ୍ର ଛାତ୍ରୀ ଙ୍କ ଆଗ୍ରହ ଦୁଇ ଗୁଣ ବୃଦ୍ଧି ପାଇଛି। ଏ. ବି ଭି ପି ଦଳୀୟ ପ୍ରାର୍ଥୀ ସଭାପତି ରୂପେ ନିର୍ବାଚିତ ହୋଇ ଥିବାରୁ ସରକାରୀ ଦଳ ର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି.
ଠିକ ସେପରି ବି. ଜେ. ଡି ଦଳ ର ପ୍ରାର୍ଥୀ ଛାତ୍ର ସାଂସଦ ର ସାଧାରଣ ସମ୍ପାଦକ ରୂପେ ନିର୍ବାଚିତ ହୋଇଥିବାରୁ ପୂର୍ବତନ ମନ୍ତ୍ରୀ ପ୍ରଦୀପ ଅମାତ ଅଭିନନ୍ଦନ ଜଣାଇଛନ୍ତି.. ସଭାପତି ଓ ସମ୍ପାଦକ ଉଭୟ ଦଳ ର ପ୍ରାଥୀ ମନୋନୀତ ହୋଇଥିବା ଜଣାଯାଇଛି.
। ରାଜନୈତିକ ମହଲ ରୁ ଅନୁଧ୍ୟାନ କଲେ ଜଣା ଯାଉଛି ଯେ ଜ଼ିଲ୍ଲା ରେ ଉଭୟ ବି. ଜେ
ପି. ଓ ବି. ଜେ. ଡି. ର ପତିଆରା କଣ୍ଟା କୀ ଟକ୍କର ପରି ରହିଛି ଭାରତୀୟ ଜାତୀୟ କଂଗ୍ରେସ ର ମଧ୍ୟ ଭିତିଭୂମି ମଝଭୁତ ଅଛି. ସମ୍ପ୍ରତି ଓଡିଶା ବନ୍ଦ ରେ କଂଗ୍ରେସ ଦଳ ତାର ପ୍ରମାଣ ଦେଖାଇଛି ଆଗାମୀ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ରେ କିଏ ବାଜିମାର ମାରିବ ତାହା ସମୟ କହିବ
