ଲୋକ ସେବା ଭବନ,ଭୁବନେଶ୍ୱର ଠାରେ ଓଡିଶା ସୁଚନା ସେବା ଅଧିକାରୀମାନଙ୍କ ଦିଗଦର୍ଶନ କାର୍ଯକ୍ରମଅନୁଷ୍ଠିତ।
ଲୋକ ସେବା ଭବନ,ଭୁବନେଶ୍ୱର ଠାରେ ଓଡିଶା ସୁଚନା ସେବା ଅଧିକାରୀମାନଙ୍କ ଦିଗଦର୍ଶନ କାର୍ଯକ୍ରମଅନୁଷ୍ଠିତ।
ଆଜି ତା ୯.୧୦.୨୦୨୬ ରିଖ ଲୋକ ସେବା ଭବନ,ଭୁବନେଶ୍ୱର ଠାରେ ଓଡିଶା ସୁଚନା ସେବା ଅଧିକାରୀମାନଙ୍କ ଦିଗଦର୍ଶନ କାର୍ଯକ୍ରମଅନୁଷ୍ଠିତ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଏବଂ ବରେଣ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ,ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମା, ଅତିରିକ୍ତ ନିର୍ଦ୍ଦେଶକ,ପି ଆଇ ବି ଶ୍ରୀ ଅଖିଳ ମିଶ୍ର, ନିର୍ଦ୍ଦେଶକ ସୁଚନା ଓ ଲୋକ ସମ୍ପର୍କ ବିଭାଗ ସଞ୍ଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ।
ସରକାରୀ ବିଜ୍ଞାପନ ବ୍ୟବସ୍ଥାକୁ ସ୍ବଚ୍ଛ,ସରଳ ଓ ସୁଗମ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଇ – ସଞ୍ଚାର ଆପ୍ ର ଶୁଭ ଲୋକାର୍ପଣ।
ବିଷୟ : ସାମାଜିକ ଗଣମାଧ୍ୟମର ଉଦୀୟମାନ ଧାରା
