ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଗୁରୂଜାଙ୍ଗ ପଞ୍ଚାୟତର ସ୍ୱର୍ଗତ ଶ୍ରୀ। ବିନୟ କୁମାର ବେହେରା ଆଉ ଏ ଦୁନିଆଁରେ ନାହାନ୍ତି। ଅଫୋରା ରାଇଜକୁ ଚାଲି ଯାଇଛନ୍ତି।ସେ ଏକା ଧାରା ରେ ଜଣେ ସୁପ୍ରତିଷ୍ଟ ଦଣ୍ଡ ଗାୟକ ଦଣ୍ଡଗୁରୁ ଏକା ଧାରା ରେ ସବୁ ଅଭିନୟ ସାଙ୍ଗକୁ ପାଲା ଜଗତରେ ଜଣେ ସୁନାମ ଧନ୍ୟ କଳାକାର ଥିଲେ । ତାଙ୍କୁ ହରେଇ ଗୁରୁଜାଙ୍ଗ ଗ୍ରାମ ବାସୀ ମାନେ ମର୍ମାହତ ହୋଇ ତାଙ୍କ ଆତ୍ମାକୁ ପ୍ରଭୁ ଜଗନ୍ନାଥ ଶାନ୍ତି ପ୍ରଦାନ କରନ୍ତୁ। ଏବଂ ତାଙ୍କ ପରିବାର ବର୍ଗ କୁ ଅସୀମ ସାହସ ଧର୍ଯ୍ୟ ପ୍ରଦାନ କରନ୍ତୁ । ଏହା ଗୁରୁଜାଙ୍ଗ ଗ୍ରାମବାସୀଙ୍କର ଜଗନ୍ନାଥଙ୍କ ନିକଟରେ ବିନମ୍ବ୍ର ପ୍ରାର୍ଥନା
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
