ମାଲକାନଗିରି, ପଟେରୁ, ତା -24/09/26,ରିପୋର୍ଟର ମୋତିଲାଲ ରାୟ.
ଅର୍ଣ୍ଣବ ପାଇଁ ବର୍ଷା କ୍ରୋମାଗତ ହେଉଥିବା କାରଣରୁ ପଟେରୁ ବ୍ରିଜ ଉପରେ ପାଣି ବଡ଼ିବାରେ ଲାଗିଛି l ପଟେରୁ ତଳ ସାହି ବାସିନ୍ଦା ନିଜ ନିଜ ଗୋରୁ ଏବଂ ଅଳ୍ପ କିଛି ଘରେଇ ଜିନିଷ କୁ ନେଇଁ ପଟେରୁ ସପ୍ତାହିକ ହାଟରେ ରଖିବାରେ ଲାଗିଛନ୍ତି l ଯେହେତୁ ପାଣି ଲୋକଙ୍କ ଘର ମୁହାଁ ହେବାକୁ ଲାଗିଲାନି ସାପ, ବିଛୁ,ବିଭିନ୍ନ ବିଷ ପୋକ ଦେଖିବାକୁ ମିଳୁଛି l ପ୍ରଶାସନ ସଜାଗ ଅଛି l
