ମାଲକାନଗିରି, ପଟେରୁ,ତା -24/09/26.ରିପୋର୍ଟର ମୋତିଲାଲ ରାୟ.
ଅର୍ଣ୍ଣବ ପାଇଁ ପଟେରୁ ନଦୀ ପାଣି ବଢ଼ି ବାରେ ଲାଗିଛି l
ଅର୍ଣ୍ଣବ ପାଇଁ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ରୁ ପ୍ରବଳ ବର୍ଷା ହେଓଥିବା କାରଣରୁ ପଟେରୁ ବ୍ରିଜ ଉପରେ ଧୀରେ ଧୀରେ ପାଣି ଉପରକୁ ଉଠିବାରେ ଲାଗିଛି l କାଲିମେଳା ପୋଲିସ ଏବଂ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ରହିଅଛି l
