ବଳଦିଆମାଳଠାରେ ଓଡିଶୀ ଇଭି ସୋ ରୁମ ଉତଘାଟିତ
ଜୁନାଗଡ ) ଜୁନାଗଡ ବ୍ଲକ ଅନ୍ତର୍ଗତ ବଲଦିଆମାଲ ଠାରେ ଆଜି ଓଡ଼ିଶୀ ଇଭି ଗ୍ରୀନ ହୁଇଲ ମୋଟର ସୋରୁମ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ।ଏଥିରେ ଛତିଶଗଡ଼ର ପୂର୍ବତନ ବିଧାୟକ ଡମ୍ବରୁ ଧର ମାଝି ସମେତ ଚନ୍ଦନ ଶତପଥୀ ,ରତନ ଗୋଏଲ ,ମନୋଜ ଅଗ୍ରୱାଲ ଏବଂ ନରେଶ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।ଏଥିରେ ଜୁନାଗଡ ର ବହୁମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
