ବାରିପଦା ଖାଉଟି ଅଦାଲତ ରେ ରାୟ
ବାରିପଦା ( )ରାଇରଙ୍ଗପୁର ଥାନା ଅନ୍ତର୍ଗତ ଅମ୍ବାଡିହା ଗ୍ରାମ ଦୁଷ୍ମନ୍ତ ରାୟ ଙ୍କ ଖାଉଟି ଅଦାଲତ ରେ ଗତ ୨୦୨5 ଦରଖାସ୍ତ ଯାହାର ସିସି କେସେ no 3/25.ଏକ OD11F/5979 ନମ୍ବର ବିଶିଷ୍ଟ ମହିନ୍ଦ୍ରା ବୋଲେରୋ ଚୋଳ ମଣ୍ଡଳ ଇନଭେଷ୍ଟ ଫାଇନାନ୍ସ କମ୍ପାନୀ ରୁ 2018 ଋଣ କରିଥିଲେ ।2024 ରେ ଫାଇନାନ୍ସର ପ୍ରାପ୍ୟ ନୋଟିସ ଟଙ୍କା 5,93,16 କୁ ଅବମାନନା କରି ଟଙ୍କା ପୈଠ ନକରି ଓ ସିସି କେସେ ଦରଖାସ୍ତ କୁ ବାରିପଦା ର ଖାଉଟି ଅଦାଲତ କେସେ ଟିକୁ ଜ଼ିଲ୍ଲା ସଭାପତି ଇନଚାର୍ଜ ଶ୍ରୀ ବିରଞ୍ଚି ନାରୟଣ ବିଚାର କରି କେସେ ଟିକୁ ଖାରଜ ଆଦେଶ ଦେଇଛନ୍ତି । ଯାହାକି ଏହି ସିସି କେସ ନଂ3/୨5 ଅଟେ!ଫାଇନାନ୍ସ କମ୍ପାନୀ ର ଓଡିଶା ପରିଚାଳକ ଭୁବନେଶ୍ୱର ରେ ହୃଷିକେଶ ପ୍ରଧାନ ଓ ଏହି କେସଟିକୁ ଓକିଲ କମଳ କୁମାର ମହାନ୍ତ ଓ ଫାଇନାନ୍ସ କମ୍ପାନୀର ଓକିଲ ବିଦ୍ୟୁତ କୁମାର ମହାନ୍ତି ପରିଚାଳନା କରୁଥିଲେ ।
