ଦ୍ୱିତୀୟ ନେସନାଲ ଲୋକଅଦାଲତ ରେ ଦୁର୍ଘଟଣାଗ୍ରସ୍ତ ପରିବାରକୁ ମିଳିଲା କ୍ଷତିପୂରଣ
ବାରିପଦା ( )ସୋର ଥାନା ଅନ୍ତର୍ଗତ ନଦିଆଳି ଗ୍ରାମ ବାସନ୍ତୀ ବେହେରା ଗତ ୨୦୨5 ମାର୍ଚ୍ଚ 3୦ ତାରିଖରେ OD01AB/3692 ନମ୍ବର ବିଶିଷ୍ଟ ମହୀନ୍ଦିରା ପିକକ ଧକ୍କା ଦେବାରେ ଇଞ୍ଜୁରେଡି ହୋଇ ଥିଲେ । ଏହି ଘଟଣାରେ ବାଲେଶ୍ବର ଜିଲ୍ଲା ଜର୍ଜ ଶ୍ରୀ ସତ୍ୟନାରାୟଣ ମିଶ୍ର ବିଚାର କରି ଜ଼ଉନ ଇନ୍ସୁରାନ୍ସ କମ୍ପାନୀକୁ 1,25,000. ଆଦେଶ ଦେଇଛନ୍ତି । ଯାହାକି ଯଟର ଦୁର୍ଘଟଣା କ୍ଷତି ପୂରଣ କେସ ନଂ୧୪0/୨୦୨5 ଅଟେ । ଇନ୍ସୁରାନ୍ସ କମ୍ପାନୀ ର east zone ପରିଚାଳନା ସଜିତ ରାୟ ଓ ଏହି କେସଟିକୁ ପିତବାସ ବେଦି ଓକିଲ ଓ ଇନ୍ସୁରାନ୍ସ କମ୍ପାନୀର ଓକିଲ ବିଦ୍ୟୁତ କୁମାର ମହାନ୍ତି ପରିଚାଳନା କରୁଥିଲେ ।
ଦୁର୍ଘଟଣାଗ୍ରସ୍ତ ପରିବାରକୁ ମିଳିଲା କ୍ଷତିପୂରଣ
ବାରିପଦା ( )କେଉଁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ଗ୍ରାମ ମଙ୍ଗଳ ଚରଣ ନାୟିକ ଗତ ୨୦୨5 ଫେବୃଆରୀ 15 ତାରିଖରେ OR02AV/4095 ନମ୍ବର ବିଶିଷ୍ଟ ମୋଟର ସାଇକଲେ ଧକ୍କା ଦେବାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ କେଉଁଝର ଜ଼ିଲ୍ଲା ଜର୍ଜ ଶ୍ରୀ ଗୋକୁଳ ଚନ୍ଦ୍ର ବେହେରା ବିଚାର କରି acko ଇନ୍ସୁରାନ୍ସ କମ୍ପାନୀକୁ 16,୦୦୦00 ଲକ୍ଷ କ୍ରେମ୍ କୁ 15.୦0000 ଲକ୍ଷ୍ୟ ପରିବାର ଲୋକକୁ ପାଇବାପାଇଁ ଆଦେଶ ଦେଇଛନ୍ତି । ଯାହାକି ଏହି ମଟର ଦୁର୍ଘଟଣା କ୍ଷତି ପୂରଣ କେସ ନଂ4୭/୨5 ଅଟେ । ଇନ୍ସୁରାନ୍ସ କମ୍ପାନୀ ର ଓଡିଶା ପରିଚାଳକ ମୁମ୍ବାଇ ଅଫିସ ର ପ୍ରସନ କୁମାର ଙ୍କୁ ଓ ଏହି କେସଟିକୁ ସୀତାକାନ୍ତ ଦ୍ବିବେଦୀ ଓକିଲ ଓ ଇନ୍ସୁରାନ୍ସ କମ୍ପାନୀର ଓକିଲ ବିଦ୍ୟୁତ କୁମାର ମହାନ୍ତି ଓ ବସନ୍ତ ମାଝି ପରିଚାଳନା କରୁଥିଲେ । ବାରିପଦା ( )ଅନଗୁଳ ସଦର ଥାନା ଅନ୍ତର୍ଗତ ତୁବେୟା ଗ୍ରାମ ଜଗନ୍ନାଥ ବେହେରା ଗତ ୨୦୨4 ସେପ୍ଟେମ୍ବର 12 ତାରିଖରେ OD05AY/6215 ନମ୍ବର ବିଶିଷ୍ଟ ହ୍ୟୁଣ୍ଡାଇ ଗ୍ରାଣ୍ଡ କାର ଧକ୍କା ଦେବାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ଅନଗୁଳ ଜ଼ିଲ୍ଲା ଜର୍ଜ ଶ୍ରୀ ନିରଞ୍ଜନ ପଣ୍ଡା ବିଚାର କରି ରାହେଜା କ୍ଯୁବେ ଇନ୍ସୁରାନ୍ସ କମ୍ପାନୀକୁ 30,0୦୦00 ଲକ୍ଷ କ୍ରେମ୍ କୁ 18.20000(18 ଲକ୍ଷ୍ୟ କୁଡ଼ିଏ ହଜାର) ପରିବାର ଲୋକକୁ ପାଇବାପାଇଁ ଆଦେଶ ଦେଇଛନ୍ତି । ଯାହାକି ଏହି ମଟର ଦୁର୍ଘଟଣା କ୍ଷତି ପୂରଣ କେସ ନଂ80/୨4 ଅଟେ! ରାହେଜା କ୍ଯୁବେ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ର ଓଡିଶା ପରିଚାଳକ ମୁମ୍ବାଇ ଅଫିସ ର ରାଜେଶ ତିୱାରୀ ଙ୍କୁ ଓ ଏହି କେସଟିକୁ କୁବେରା ସାହୁ ଓକିଲ ଓ ଇନ୍ସୁରାନ୍ସ କମ୍ପାନୀର ଓକିଲ ବିଦ୍ୟୁତ କୁମାର ମହାନ୍ତି ପରିଚାଳନା କରୁଥିଲେ ।
