ତାରିଖ: ୧୧/୦୯/୨୦୨୬
ଗଣେଶ ପୂଜା ପାଇଁ ଚାନ୍ଦା ଆଦାୟ ଓ ଧମକ ବିରୋଧ ରେ କଠୋର ଆକ୍ସନ ଜଣେ ଗିରଫ ।
ତାଳଚେର : ବଳପୂର୍ବକ ଗଣେଶ ପୂଜା ଚାନ୍ଦା ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗଣେଶ ପୂଜା ପାଇଁ ଚାନ୍ଦା ଆଦାୟ ସମୟରେ ଧାମକ ଦେବା କିମ୍ୱା ବଳପୂର୍ବକ ଟଙ୍କା ଆଦାୟ କରିବା ଭଳି ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇଛି । ଏ ଭଳି କାର୍ଯ୍ୟ କଳାପ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ପକ୍ଷରୁ ସମସ୍ତ ଙ୍କୁ ଶାନ୍ତି ସଭାବ ଓ ପାରସ୍ପରିକ ସମ୍ମାନ ସହ ପୂଜା ପର୍ବ ପାଳନ କରିବାକୁ ଆହ୍ବାନ କରାଯାଇଛି
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
