ଲଗାଣ ବର୍ଷା ଓ ଲଘୁଚାପ ଯୋଗୁଁ ମହାନଦୀ ଦୁଇ କୂଳ ଦେଇ ପ୍ରବାହିତ :ମାରଡ଼ା ପାଣିଘରା ଓ କୋଡାସିଙ୍ଗା ର ଜନ ସାଧରଣ ଭୟ ଓ ଆତଙ୍କିତ (କୃଷ୍ଣ ସିଂହ ଙ୍କ ରିପୋର୍ଟ )
ପ୍ରବଳ ବର୍ଷା ଫଳରେ ହରଭଙ୍ଗା ଅଞ୍ଚଳ ରେ ମହାନଦୀ ରେ ବନ୍ୟା ଆସି ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ହରଭଙ୍ଗା ବ୍ଲକ ର ମାରଡ଼ା, କୋଡାସିଙ୍ଗା, ପାଣିଘରା, ଖଣ୍ଡି ଧକପୁର ଅଞ୍ଚଳ ପାଣିଘେର ରେ ରହିଛି।ଲୋକେ ନାହିଁ ନ ଥିବା ଦୁର୍ଦଷା ଭୋଗ କରୁଥବା ଦେଖାଦେଛି । ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି
