ଭାବିନିପୁର ପଞ୍ଚାୟତ ଅନ୍ତର୍ଗତ ପୁଟିଆପଦର ଠାରେ ଥିବା ଏକ ବାସଭବନରେ ପରାମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ପବିତ୍ର ଭାଦ୍ରବ ସତସଙ୍ଗ ଇଂ ଅଜିତ ପ୍ରଧାନଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି ତେବେ ଏହି ସତସଙ୍ଗରେ ବହୁଳ ସଂଖ୍ୟାରେ ଗୁରୁଭାଇ ଓ ମା ମାନଙ୍କ ମିଳିତ ଯୋଗଦେଇ ସତସଙ୍ଗ କୁ ଉପଭୋଗ କରିଥିଲେ ତେବେ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଭଜନ କୀର୍ତ୍ତନ କୋରସ ଓ ଆଲୋଚନା ହୋଇ ସତସଙ୍ଗ ଟି ସମ୍ପୂର୍ଣ୍ଣ ସମାପ୍ତ ହୋଇଥିଲା
