ବାଲିଗୁଡା ରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ଅନୁଷ୍ଠିତ ହୋଇଯାଇ ଅଛି।
Baliguda:୧୯/୮ (ନି, ପ୍ର ) ବାଲିଗୁଡାରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇ ଅଛି। ଜିଲ୍ଲାପାଳ ଦେବ ଭୂଷଣ ଅଧକ୍ଷତାରେ ଏହି ଜନ ଶୁଣାଣି ରେ ମୋଟ ୫୯ ଅଭିଯୋଗ ଶୁଣା ଯାଇଥିଲା। ସେ ମଧ୍ୟରୁ ୨0 ଟି ନିଜସ୍ୱ ବା ବେକ୍ତିଗତ ଓ ୩୯ଟି ସାମୂହିକ ଅଭିଯୋଗ ରହିଥିଲା।ଏହି କାର୍ଯ୍ୟକ୍ରମ ରେ ସବୁ ବିଭାଗର କର୍ମକର୍ତ୍ତା ଯୋଗ ଦେଇଥିଲେ।
