ଆଞ୍ଚଳିକ ପାଲ ଭିଡା ଶ୍ରମିକ ସଂଘର ୮୦ ତମ ସ୍ଵାଧୀନତା ଦିବସ ପାଳିତ ।
ତାଳଚେର ସ୍ଵାଧୀନତା ଦିବସ ରେ ଭୁବନେଶ୍ଵରୀ କୋଇଲା ପରିବହନ ପାଲ ଭିଡା ଶ୍ରମିକ ସଂଘର ମୁଖ୍ୟ ମାନ୍ୟବର ଶ୍ରୀଯୁକ୍ତ ରାଧାମୋହନ ବେହେରା ଏବଂ ଶ୍ରୀଯୁକ୍ତ ରଞ୍ଜିତ କୁମାର ସାହୁ, ତତ ସହିତ ପ୍ରତ୍ୟେକ ଇଁଛାର୍ଜେ ମାନଙ୍କ ଗହଣ ରେ । ଶ୍ରୀଯୁକ୍ତ ବିଜୟ କୁମାର ନାଏକ ଅତିଥି ଭାବେ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରି ଥିଲେ । ଆଜି ହେଉଛି ଅଗଷ୍ଟ ମାସ ପନ୍ଦର ତାରିଖ ଦୁଇ ହଜାର ଛବିଶି ମସିହା । ଆଜିର ଏହି ଦିନରେ ଭାରତୀୟ ମାନେ ଇରେଜମାନଙ୍କ କବଳ ରୁ ମୁକ୍ତ ହୋଇ ଥିଲେ ।ସେହି ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ତପସ୍ୟା ଓ ବଳିଦାନ କୁ ମନେ ପକାଇ ସେମାନଙ୍କୁ ଶ୍ରଦ୍ଧାଞଳୀ ଓ ସମ୍ମାନ ଜଣାଇବା ପାଇଁ ଏହା ସବୁ ଭାରତୀୟ ଙ୍କ ର ମୌଳିକ ଅଧିକାର
ପତକା ଉତ୍ତୋଳନ ପରେ ମିଠା ଖାଇ ଥିଲେ ।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
